Download Now Banner

This browser does not support the video element.

ଢେଙ୍କାନାଳ ସଦର: ଟାଉନହଲଠାରେ ହେବ ରୋଷେଇ ପ୍ରତିଯୋଗୀତା, ଜିଲ୍ଲା ସାମ୍ବାଦିକ ଭବନରେ ସାମ୍ବାଦିକ ସମ୍ମିଳନୀରେ ସୂଚନା

Dhenkanal Sadar, Dhenkanal | Sep 7, 2025
ଢେଙ୍କାନାଳ ଜିଲ୍ଲାରେ ପ୍ରଥମ ଥର ପାଇଁ ରୋଷେଇ ପ୍ରତିଯୋଗୀତା କରିବା ପାଇଁ ଜିଲ୍ଲାରେ ଥିବା ଫୁଡ ଲଭର୍ସ ଗ୍ରୁପ ପକ୍ଷରୁ ଆୟୋଜନ କରାଯିବ । ଆସନ୍ତା ୧୯ ତାରିଖ ଦିନ ସ୍ଥାନୀୟ ଗୋପବନ୍ଧୁ ଟାଉନ ହଲଠାରେ ଏହି ରୋଷେଇ ପ୍ରତିଯୋଗୀତା ଅନୁଷ୍ଠିତ ହେବାକୁ ଯାଉଛି । ଏଥିପାଇଁ ରୋଷେଇ ପ୍ରେମୀମାନେ ଅନୁଷ୍ଠାନ ସହିତ ଯୋଗାଯୋଗ କରି ୧୦ ତାରିଖଠାରୁ ଅନଲାଇନରେ ରେଜିଷ୍ଟେସନ କରି ପ୍ରତିଯୋଗୀତାରେ ଭାଗ ନେଇ ପାରିବେ ବୋଲି ଅନୁଷ୍ଠାନ ପକ୍ଷରୁ ରବିବାର ଦିନ ୧୧ଟା ୩୦ରେ ଅନୁଷ୍ଠାନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।
Read More News
T & CPrivacy PolicyContact Us