Download Now Banner

This browser does not support the video element.

ଜି ଉଦୟଗିରି: ବ୍ରାହ୍ମଣୀଙ୍ଗା ଛକ ରେ ବସ ଧକ୍କା ରେ ଦୋକାନ ଭିତରକୁ ପଶିଗଲା ରଖା ହୋଇଥିବା କାର । ଘଟଣା ସ୍ଥଳରେ ଜଣେ ମୃତ , ଜଣେ ଗୁରୁତର

G Udayagiri, Kandhamal | Aug 28, 2025
ବ୍ରାହ୍ମଣୀଙ୍ଗା ଛକ ରେ ବସ ଧକ୍କା ରେ ଦୋକାନ ଭିତରକୁ ପଶିଗଲା ରଖା ହୋଇଥିବା କାର ।ଘଟଣା ସ୍ଥଳରେ ଜଣେ ମୃତ ମହିଳା ଜଣେ ଗୁରୁତ୍ୱର। ଦାରିଙ୍ଗବାଡିରୁ ବ୍ରହ୍ମପୁର ଯାଉଥିଲା ଘରେଇ ବସ ଅନ୍ୟଏକ ଘରୋଇ ବସକୁ ଓଭର ଟେକ କରିବା ସମୟରେ ଭାରସାମ୍ୟ ହରାଇ ଏକ କାର କୁ ପିଟି ହୋଇଯାଇଥିଲା।
Read More News
T & CPrivacy PolicyContact Us