Install App
soumya6508
This browser does not support the video element.
ବାଲିକୁଦା: ଥାନା ଅଞ୍ଚଳରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତ ବୃଦ୍ଧକୁ କୋର୍ଟଚାଲାଣ କଲା ପୋଲିସ
Balikuda, Jagatsinghpur | Apr 19, 2024
ଥାନା ଅଞ୍ଚଳରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଆଜି ଅଭିଯୁକ୍ତ ବୃଦ୍ଧକୁ ପୋଲିସ କୋର୍ଟଚାଲାଣ କରିଛି। ସୂଚନା ଥାଉକି, ନାବାଳିକା ଜଣଙ୍କ ଗାଧୋଉଥିବାବେଳେ ବୃଦ୍ଧ ତାଙ୍କୁ ଦୁଷ୍କର୍ମ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଯାହାକୁ ନେଇ ପୋଲିସ ଅଭିଯୁକ୍ତ ବୃଦ୍ଧକୁ ଆଜି ଗିରଫ କରି କୋର୍ଟଚାଲାଣ କରିଛି।
Share
Read More News
T & C
Privacy Policy
Contact Us
Your browser does not support JavaScript!