Download Now Banner

This browser does not support the video element.

ସୋନପୁର: ବିକଳପୁର ଖେଳ ପଡିଆରେ ଶହ ଶହ କ୍ରୀଡା ପ୍ରେମୀଙ୍କ ମଧ୍ୟରେ ଏକ ଦିବଶୀୟ ଦ୍ୱତୀୟ ମୋନଜ ସ୍ମାରକୀ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ

Sonapur, Subarnapur (Sonepur) | Aug 31, 2025
ସୂଚନା ଅନୁସାରେ ଆଜି ସାନ୍ଧ୍ୟ 6.30 ମିନିଟ ସମୟରେ ବିକଲପୁର ଖେଳ ପଡିଆରେ କ୍ରୀଡାବିତ୍ ମନୋଜ ବାଦିଙ୍କ ସ୍ମୃତି ଉଦ୍ଦେଶ୍ୟରେ ଦ୍ଵିତୀୟ ମନୋଜ ମେମୋରିଆଲ ଏକଦିସୀୟ ଫୁଟବଲ୍ ଟୁର୍ଣାମେଣ୍ଟ ଅନୁଷ୍ଠିତ ହୋଇ ଯାଇଅଛି। ଉକ୍ତ ଟୁର୍ଣାମେଣ୍ଟ ରେ ଜିଲ୍ଲା ତଥା ଜିଲ୍ଲା ବାହାର ର ଆଠଟି ଦଳ ଅଂଶ ଗ୍ରହଣ କରିଥିଲେ। ଅନୁଷୟା ପ୍ରଧାନ ସରପଞ୍ଚ କମିରା ଗ୍ରାମପଞ୍ଚାୟତ ମୂଖ୍ୟ ଅତିଥି ହିସାବ ରେ ଯୋଗଦାନ କରି ଫିତା କାଟି ଖେଳ ଆରମ୍ଭ କରିଥିଲେ।
Read More News
T & CPrivacy PolicyContact Us