Download Now Banner

This browser does not support the video element.

ଜୟପୁର: ଜୟନଗର ରାସ୍ତା ପାଲଟିଛି ମରଣଯନ୍ତା, ନିର୍ମାଣ ଶେଷ ଦାବିରେ ବିଜେଡି ର ରାସ୍ତା ଅବରୋଧ, ପୂର୍ବତନ ମନ୍ତ୍ରୀ ଓ ଅଧିକ୍ଷଣ ଯନ୍ତ୍ରୀ ଦେଲେ ସୂଚନା

Jeypore, Koraput | Aug 23, 2025
ଜୟପୁର ସହରର ଜୟନଗର ରାସ୍ତା ପାଲଟିଛି ମରଣଯନ୍ତା ତୁରନ୍ତ ନିର୍ମାଣ ଶେଷ ଦାବି ରେ ବିଜେଡି ଆଜି ଦିନ 12ଟା 30 ମିନିଟ ସମୟରେ ରାସ୍ତା ଅବରୋଧ କରି ବିକ୍ଷୋଭ ଧାରଣା ଦେଇଛି । ଜୟନଗର ଛକରେ ବିଜେଡିର ରାଜ୍ୟ ଉପ ସଭାପତି ତଥା ପୁର୍ଵତନ ମନ୍ତ୍ରୀ ରବି ନାରାୟଣ ନନ୍ଦଙ୍କ ଆହ୍ୱାନରେ ବିକ୍ଷୋଭ ଧାରଣା ପ୍ରଦର୍ଶନ ଦିଆଯାଇଥିଲା । ତୁରନ୍ତ ରାସ୍ତା କାଯ୍ୟ ଶେଷ କରିବାକୁ ଦାବି କରାଯାଇଥିଲା । ବିକ୍ଷୋଭ ସ୍ଥଳରେ ରାସ୍ତା ଓ ଗୃହ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ପ୍ରିୟ ରଞ୍ଜନ ବେହେରା ଓ ତହସିଲଦାର ସବ୍ୟ ସାଚି ଜେନା ପହଞ୍ଚିବିକ୍ଷୋଭ କାରିଙ୍କ ସହ ଆଲୋଚନା କରି ଶେଷ କରିବାକୁ ପ୍ରତିଶ୍ରୃିତି ଦେଇଥିଲେ ।
Read More News
T & CPrivacy PolicyContact Us