Install App
baripada_news
This browser does not support the video element.
ବାରିପଦା ମ୍ୟୁନିସିପାଲଟି: କୁମ୍ଭାର ମୁଣ୍ଢାକଟା ସରକାରୀ ନଡ଼ାଲ ଉଚ୍ଚ ବିଦ୍ୟାଳୟ ଓ ଜଗନ୍ନାଥଖୁଣ୍ଟା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କଲେ ବିଧାୟିକା
Baripada M, Mayurbhanj | Sep 11, 2025
ଗୁରୁବାର ଦିନ ପ୍ରାୟ ୩ଟାରେ ମୟୂରଭଞ୍ଜ ଜିଲ୍ଲାର କୁମ୍ଭାର ମୁଣ୍ଢାକଟା ସରକାରୀ ନଡ଼ାଲ ଉଚ୍ଚ ବିଦ୍ୟାଳୟ ଓ ଜଗନ୍ନାଥଖୁଣ୍ଟା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି ବାଙ୍ଗିରିପୋଷି ବିଧାୟିକା ସଞ୍ଜଳି ମୁର୍ମୁ। ଏହି ଅବସରରେ ସେଠାରେ ଶିକ୍ଷା ଅନୁଷ୍ଠାନରେ ଦେଖା ଦେଇଥିବା ସମସ୍ତ ସମସ୍ୟା ପଚାରି ବୁଝିବା ସହିତ ଛାତ୍ର ଛାତ୍ରୀ ମାନଙ୍କ ସହିତ ଶିକ୍ଷା ବିଷୟରେ ଆଲୋଚନା କରିଥିଲେ।
Share
Read More News
T & C
Privacy Policy
Contact Us
Your browser does not support JavaScript!