This browser does not support the video element.
ଛତ୍ରପୁର: ଡୁଡ଼ୁମା ଜଳ ପ୍ରପାତରେ ଭାସିଗଲେ ବ୍ରହ୍ମପୁରର ୨୨ ବର୍ଷୀୟ ୟୁ ଟ୍ୟୁବର, ଭିଡ଼ିଓ ଭାଇରାଲ
Chhatrapur, Ganjam | Aug 24, 2025
ଡୁଡ଼ୁମା ଜଳ ପ୍ରପାତରେ ଭାସିଗଲେ ବ୍ରହ୍ମପୁରର ୨୨ ବର୍ଷୀୟ ୟୁ ଟ୍ୟୁବର ସାଗର ଟୁଡୁ ।କୋରାପୁଟ ଜିଲ୍ଲାର ଡୁଡ଼ୁମା ଜଳ ପ୍ରପାତରେ ଭାସିଗଲେ l ଡୁଡୁମା ଜଳ ପ୍ରପାତରେ ଅଦ୍ଭୁତ ପ୍ରକୃତିର ସୌନ୍ଦର୍ଯ୍ୟର ଭିଡ଼ିଓ ଉତ୍ତଳନ ବେଳେ ହଠାତ୍ ଗଭୀର ଜଳ ପ୍ରବାହ ହୋଇଥିଲା। ଯେଉଁଥିରେ ସେ ଭାସି ଯାଇଥିଲେ l ଗତକାଲି ଏହି ଘଟଣା ଘଟିଥିବା ବେଳେ,ଭିଡିଓ ଟି ରବିବାର ଅପରାହ୍ନରେ ସୋସିଆଲ ମିଡିଆରେ ଘୁରି ବୁଲୁଛି l