Download Now Banner

This browser does not support the video element.

ବୌଦ୍ଧ ସଦର: ହରଭଙ୍ଗା ବ୍ଲକର ଚାରିଛକ ସହିତ ବିଭିନ୍ନ ସ୍ଥାନରେ ବିଘ୍ନ ରାଜ ପାଇଲେ ପୂଜା

Baudh Sadar, Boudh (Bauda) | Aug 27, 2025
ଆଜି ସନ୍ଧ୍ୟା ସମୟରେ ମିଳିଥୁବା ସୂଚନା ଅନୁସାରେ l ବିଘ୍ନ ରାଜ ଲମ୍ବୋଦରଙ୍କ ପୂଜା ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବିଭିନ୍ନ ସ୍ଥାନରେ ପୂଜା ହେଉଥିବା ବେଳେ ଚାରିଛକ ମହାବିନାୟକ ଯୁବକ ସଂଘ ପକ୍ଷରୁ ଚଳିତ ବର୍ଷ ହେଉଛି ୫ଦିନ ବ୍ୟାପି ଗଣେଷ ପୂଜା । ମଣ୍ଡପ ରେ ପୂଜା ପାଇବେ ଜିଲ୍ଲାର ସର୍ବ ବୃହତ ଉଚ୍ଚତା ବିଶିଷ୍ଟ ଗଜାନନ l ସୁଦୂର ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହରରୁ ୧୮ଫୁଟର ଗଜାନନ ମୂର୍ତ୍ତି ଚାରିଛକ ଦୁର୍ଗାପୂଜା ମଣ୍ଡପ ରେ ପୂଜା ପାଉଛି ।
Read More News
T & CPrivacy PolicyContact Us