This browser does not support the video element.
ରାଉରକେଲା ମ୍ୟୁନିସିପାଲଟି: ଡିସେମ୍ବର ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ସିଭିକ୍ ସେଣ୍ଟର୍ ଠାରେ କସ୍ତୁରୀ ଆୟୋଜିତ ସାଂସ୍କୃତିକ ମହୋତ୍ସବ ୨୦୨୪
Raurkela M, Sundargarh | Dec 11, 2024
ରାଉରକେଲା ନାଟକ ଓ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ କସ୍ତୁରୀ ଡିସେମ୍ବର ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ସିଭିକ୍ ସେଣ୍ଟର୍ ଠାରେ ଆୟୋଜିତ କରିବ ସାଂସ୍କୃତିକ ମହୋତ୍ସବ ୨୦୨୪ ବୋଲି ବୁଧବାର ଦିନ ସେକ୍ଟର-୭ ଇସ୍ପାତ ସାହିତ୍ୟ ସଂସଦ କାର୍ଯ୍ଯାଳୟ ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରାଯାଇଛି। ଏହି ସାଂସ୍କୃତିକ ମହୋତ୍ସବ ୨୦୨୪ ଅବସରରେ କସ୍ତୁରୀ ପରିବାର ତରଫରୁ ଡିସେମ୍ବର ୧୩ ତାରିଖ(ଶୁକ୍ରବାର) ସନ୍ଧ୍ୟା ୬ଟା ସମୟ ପ୍ରଥମ ଦିନ ବିଷୟଭୀତିକ ସ୍ମରଣିକା ଚାଲ, ଶ