Download Now Banner

This browser does not support the video element.

ସୁନ୍ଦରଗଡ ସହର: ରତନପୁର ଠାରେ ରଜକ ସେବା ସଂଘର ରତନପୁର ଆଂଚଳିକ କମିଟି ପୁନର୍ଗଠିତ..

Sundargarh Town, Sundargarh | Nov 24, 2024
ରତନପୁର ଠାରେ ରଜକ ସେବା ସଂଘର ରତନପୁର ଆଂଚଳିକ କମିଟି ପୁନର୍ଗଠିତ ରଜକ ସେବା ସଂଘର ରତନପୁର ଆଂଚଳିକ କମିଟି ରତନପୁର ଠାରେ ଆଜି ଦିନ 12 ଟା ବେଳେ ପୁନର୍ଗଠିତ ହୋଇଯାଇଛି । ଏହି ଅବସରରେ ରତନପୁର ଗ୍ରାମରେ ହୃଦାନନ୍ଦ ସେଠଙ୍କ ସଭାପତିତ୍ୱରେ ଆୟୋଜିତ ସାଧାରଣ ଅଧିବେଶନରେ ସଂଘର କେନ୍ଦ୍ରୀୟ କମିଟି ସହ ସମ୍ପାଦିକା ପ୍ରଭାସିନୀ ସେଠ ଓ ଜିଲ୍ଲା କୋଷାଧ୍ୟକ୍ଷ ସାଧୁଚରଣ ସେଠ ଅତିଥି ଭାବେ ଯୋଗ ଦେଇ ରଜକ ସେବା ସଂଘ ମାଧ୍ୟମରେ ସମାଜର କ୍ରମବର୍ଦ୍ଧିଷ୍ଣୁ ବିକାଶ ଉପରେ ଆଲୋକପାତ କରିଥିଲେ ।
Read More News
T & CPrivacy PolicyContact Us