Download Now Banner

This browser does not support the video element.

ମାଲକାନଗିରି: ଜିଲ୍ଲା କଂଗ୍ରେସ ସଭାପତି ଭାବେ ଜି ଶ୍ରୀନିବାସ ରାଓ ନୂତନ ଦାଇତ୍ୱ ନେଇ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀରେ ମତ ରଖିଲେ

Malkangiri, Malkangiri | Sep 27, 2025
ମାଲକାନଗିରି ଜିଲ୍ଲା କଂଗ୍ରେସର ନୂତନ ସଭାପତି ଭାବେ ଜି ଶ୍ରୀନିବାସ ରାଓ ଦାଇତ୍ୱ ନେବା ପରେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଦଳୀୟ କର୍ମୀ ମାନେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏହାପରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅଧ୍ୟକ୍ଷତା କରି ପ୍ରତିକ୍ରିୟା ରଖିଛନ୍ତି ନୂତନ ଜିଲ୍ଲା ସଭାପତି ଶ୍ରୀ ରାଓ ।
Read More News
T & CPrivacy PolicyContact Us