Install App
mishrasanuj
This browser does not support the video element.
ବଲାଙ୍ଗୀର: ଦେଓଗାଁ ପଞ୍ଚାୟତ ସମିତି ବୈଠକରେ ଦୁର୍ନୀତି ଅଭିଯୋଗ ଉଠାଇଲେ ବିଜେଡି ନେତା ଲକ୍ଷ୍ମଣ ମେହେର
Balangir, Balangir | Sep 10, 2025
ଦେଓଗାଁ ପଞ୍ଚାୟତ ସମିତି ବୈଠକରେ ବିଜେଡ଼ି ନେତା ଲଖମଣ ମେହେର ପ୍ରତିକ୍ରିୟା ରଖିଥିଲେ । ସେ କହିଛନ୍ତି, ସମିତି ର କାମକାଜରେ ଦୁର୍ନୀତି ହୋଇଥିବାରୁ ଗାଁ-ଗାଁରେ ସରକାରୀ ଯୋଜନାର ଲାଭ ପହଞ୍ଚୁନାହିଁ । ସମସ୍ୟାଗୁଡିକୁ ସତ୍ୟପାୟୀ କରି, ଦାୟୀଙ୍କୁ ଚିହ୍ନଟ କରି କାର୍ଯ୍ୟନୁଷ୍ଠାନ ନେବାକୁ ସେ ଦାବି କରିଥିଲେ ।
Share
Read More News
T & C
Privacy Policy
Contact Us
Your browser does not support JavaScript!