Download Now Banner

This browser does not support the video element.

ଢେଙ୍କାନାଳ ସଦର: ଏସପି କାର୍ଯ୍ୟାଳୟ ପରିସରରେ ମହିଳାଙ୍କ ଆତ୍ମାହୁତି ଉଦ୍ୟମ,କାର୍ଯ୍ୟରେ ଅବହେଳା ଯୋଗୁଁ ଦୁଇ ଏସଆଇ ନିଲମ୍ବିତ ସୂଚନା

Dhenkanal Sadar, Dhenkanal | Aug 24, 2025
ଢେ଼ଙ୍କାନାଳ ଏସପିଙ୍କ କାର୍ଯ୍ୟାଳୟ ପରିଷରରେ ଗତ ସନ୍ଧ୍ୟାରେ ଜଣେ ମହିଳା ନ୍ୟାୟ ପାଇବାରୁ ବଞ୍ଚିତ ହୋଇ ଆତ୍ମାହୁତି ଉଦ୍ୟମ କରିଥିଲେ । ଏହି ଘଟଣାରେ ଏସପିଙ୍କ କାର୍ଯ୍ୟାଳୟରେ ଡିସିଓ ଦାୟିତ୍ବରେ ଥୂବା ଦୁଇ ଜଣ ଏସଆଇ ନିଲମ୍ବିତ ହୋଇଛନ୍ତି । ଏସପି ଅଭିନବ ସୋନକର ଉଭୟ ଏସଆଇଙ୍କୁ ନିଲମ୍ବନ କରିଛନ୍ତି । ସେମାନେ ହେଲେ ଉତ୍କଳ ବିଜୟ ମହାନ୍ତି ଏବଂ ରେସଲିନ ମିଞ୍ଜା । ମିଞ୍ଜା ସଦର ଥାନା ଏବଂ ଉତ୍କଳ ବିଜୟ ଟାଉନ ଥାନାରେ କାର୍ଯ୍ୟରତ ଅଛନ୍ତି । ମହିଳା ଜଣକ ଆତ୍ମାହୁତି ଉଦ୍ୟମ କରିବା ସମୟରେ ଉଭୟେ ଡ୍ୟୁଟିରେ ଥିଲେ । କାର୍ଯ୍ୟରେ ଅବହେଳା ଯୋଗୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।
Read More News
T & CPrivacy PolicyContact Us