Download Now Banner

This browser does not support the video element.

ବଲାଙ୍ଗୀର: ଫଟାମୁଣ୍ଡାରେ ବ୍ରହ୍ମାକୁମାରୀଙ୍କ ନୂଆଁଖାଇ ଭେଟଘାଟ ଆଧ୍ୟାତ୍ମିକ ସଭା ଆୟୋଜିତ

Balangir, Balangir | Sep 7, 2025
ଫଟାମୁଣ୍ଡାରେ ବ୍ରହ୍ମାକୁମାରୀଙ୍କ ନୂଆଁଖାଇ ଭେଟଘାଟ ବଲାଙ୍ଗୀର ଦେଓଗାଁ ବ୍ଲକର ଫଟାମୁଣ୍ଡା ଗ୍ରାମରେ ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ, ବଲାଙ୍ଗୀର ତରଫରୁ ନୂଆଁଖାଇ ଭେଟଘାଟ ସହିତ ଆଧ୍ୟାତ୍ମିକ ସଭା ଆୟୋଜିତ ହୋଇଥିଲା । ମୁଖ୍ୟ ଅତିଥି ଆମ ଆଦମୀ ପାର୍ଟି ଜିଲ୍ଲା ସଭାପତି ଆଶିଷ ପାଣ୍ଡେ ଯୋଗ ଦେୟୀ ଥିଲେ. ସେ କହିଥିଲେ ମଣିଷ ମଧ୍ୟରେ ଭେଦଭାବ ନକରି ଭାଇଚାରା ବଜେଇ ରଖିବାର ସନ୍ଦେଶ ଦେଇ ଥିଲେ । ରାଜଯୋଗିନୀ ଉଷା ଭଉଣୀ ଓ ଡକ୍ଟର ଅଭିମନ୍ୟୁ ମିଶ୍ର ଆଧ୍ୟାତ୍ମିକ ଜ୍ଞାନର ଗୁରୁତ୍ୱ ବିଷୟରେ ଆଲୋଚନା କରିଥିଲେ । ଏହି ସାଂସ୍କୃତିକ ପର୍ବରେ କୁନିକୁନି ଝିଅମାନଙ୍କ ନୃତ୍ୟ
Read More News
T & CPrivacy PolicyContact Us