This browser does not support the video element.
ଧର୍ମଗଡ: ଧର୍ମଗଡ ଏନଏସି କାର୍ଯ୍ୟାଳୟ ରେ ସ୍ୱାୟତ୍ତ ଶାସନ ଦିବସ ଉଦଘାଟିତ
Dharamgarh, Kalahandi | Aug 31, 2025
ଧର୍ମଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ରବିବାର ସକାଳ ୧୧ ଟା ରେ ସ୍ୱାୟତ୍ତ ଶାସନ ଦିବସ ଉଦଘାଟିତ ହୋଇ ଯାଇଛି। କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଧର୍ମଗଡ ସୁଧୀର ରଞ୍ଜନ ପଟ୍ଟଯୋଶୀ ଯୋଗ ଦେଇ ଶୁଭ ଉଦଘାଟନ କରିଥିଲେ। ଅତିଥି ଭାବରେ ନଗରପାଳ ଅଶୋକ ମହାନ୍ତି, ସମାଜସେବୀ ବିଷ୍ଣୁ ପ୍ରସାଦ ଅଗ୍ରୱାଲ,କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଶମ୍ବର ମିଶ୍ର, ପ୍ରମୁଖ ମଞ୍ଚାସିନ ହୋଇଥିଲେ।