Download Now Banner

This browser does not support the video element.

ଜି ଉଦୟଗିରି: ଉଦୟଗିରି ବ୍ଲକ ଘେରିଲେ ମାଲିକାପଡ଼ି ଗ୍ରାମ ପଞ୍ଚା ପଞ୍ଚାୟତର ଜନ ସାଧାରଣ

G Udayagiri, Kandhamal | Sep 8, 2025
ଜି ଉଦୟଗିରି ବ୍ଲକ ଅଧୂନସୁ ମାଲିକାପଡ଼ି ଗ୍ରାମ ପଞ୍ଚା ପଞ୍ଚାୟତର ଯୁବ ସମାଜ ଆଜି ପଞ୍ଚାୟତର ବିଭିନ୍ନ ସମସ୍ୟାକୁ ନେଇ ଏକତ୍ରିତ ହୋଇ ସରପଞ୍ଚଙ୍କ କା କାର୍ଯ୍ୟାଳୟ ଚୟରେ ପହଂଚିବା ସହ ସମସ୍ୟାର ଯଥା ସିଘ୍ର ସମାଧାନ ନିମନ୍ତେ ସରପଞ୍ଚଙ୍କୁ ତାଗିଦ କରିଥିଲେ । ଏହା ସହ ବ୍ଲକ କାର୍ଯ୍ୟାଳୟରେ ମଧ୍ୟ ପହଞ୍ଚି ମାଲିକାପଡ଼ି ଗ୍ରାମ ପଞ୍ଚାୟତର ସମସ୍ୟା ସମାଧାନ ନ ହେଲେ ବିଡିଓଙ୍କୁ ଆନ୍ଦୋଳର ଚେତାବନୀ ମଧ୍ୟ ଦେଇ ଛନ୍ତି ।ମାଲିକାପଡ଼ି ଗ୍ରାମ ପଞ୍ଚାୟତର ସମସ୍ୟା ଗୁଡିକ ହେଲା ବସୁଦ୍ଧା ଯୋଜନାରେ ପାନୀୟ ଜଳ, ବିଦ୍ୟୁତ୍, ରାସ୍ତା ସମସ୍ୟା ଉପରେ ଦାବି କରିଥିଲେ।
Read More News
T & CPrivacy PolicyContact Us