Download Now Banner

This browser does not support the video element.

ସୋନପୁର: ଆସନ୍ତାକାଲି ପାଇଁ ସୁବର୍ଣ୍ଣପୁର ଜିଲ୍ଲାକୁ ୟୋଲ ୱାର୍ନିଙ୍ଗ ଜାରି ଜିଲ୍ଲାରେ ବିଜୁଳି ଘଡଘଡି ଶହ ବର୍ଷାର ସମ୍ଭାବନା

Sonapur, Subarnapur (Sonepur) | Sep 9, 2025
ସୂଚନା ଅନୁସାରେ ଆଜି ଅପରାହ୍ନ ପ୍ରାୟ 4 ଘଣ୍ଟା ସମୟରେ ରାଜ୍ୟ ପାଣିପାଗ ବିଭାଗ ପକ୍ଷରୁ ସୁବର୍ଣ୍ଣପୁର ଜିଲ୍ଲାକୁ ଆସନ୍ତାକାଲି ପାଇଁ ୟୋଲ ୱାର୍ନିଙ୍ଗ ଜାରି କରାଯାଇଥିବା ବେଳେ, ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଜୁଳି ଘଡଘଡି ଶହ ବର୍ଷା ସହିତ ଘଣ୍ଟା ପ୍ରତି 30 ରୁ 40 କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି l
Read More News
T & CPrivacy PolicyContact Us