Install App
baripada_news
This browser does not support the video element.
ବାରିପଦା ମ୍ୟୁନିସିପାଲଟି: ବେତନଟୀରେ ଘୁରି ବୁଲୁଛି ତୀର ଲାଗିଥିବା ଦନ୍ତା, ଚିକିତ୍ସା ପାଇଁ ଧରି ପାରୁନି ବନ ବିଭାଗ ଓ ଅଫିସରେ ମତ ଦେଲେ ବାରିପଦା ଡିଏଫଓ
Baripada M, Mayurbhanj | Aug 26, 2025
ଗତ ୪ଦିନ ଧରି ତୀରମାଡ ରେ ଆହତ ହୋଇ ଯନ୍ତ୍ରଣା ରେ ଘୁରି ବୁଲୁଛି ଏକ ଦନ୍ତା ହାତୀ। ହେଲେ ବନ ବିଭାଗ ତାର ଟେର ପାଉନି କି ହାତୀଟିର ଚିକିତ୍ସା ହୋଇ ପାରୁନାହିଁ। ଏଭଳି ଘଟଣା ଦେଖିବାକୁ ମଳିଛି ମୟୂରଭଞ୍ଜ ଜିଲ୍ଲା ର ବାରିପଦା ବନଖଣ୍ଡ ର ବେତନଟୀ ବନ୍ୟାଞ୍ଚଳ ରେ। ଏନେଇ ମଙ୍ଗଳବାର ଦିନ ପ୍ରାୟ ୧ଟାରେ ନିଜ ଅଫିସରେ ପ୍ରତିକ୍ରିୟା ଦେଲେ ବାରିପଦା DFO ଗୋବିନ୍ଦ ଚନ୍ଦ୍ର ବିଶ୍ୱାଳ।
Share
Read More News
T & C
Privacy Policy
Contact Us
Your browser does not support JavaScript!