Download Now Banner

This browser does not support the video element.

ରେମୁଣା: ରେମୁଣା ମନ୍ଦିର ଛକ ଠାରୁ ହାତିଆଗଣ୍ଡ ଛକ ପର୍ଯ୍ୟନ୍ତ ପରାକ୍ରମ ଶୋଭାଯାତ୍ରା ଅନୁଷ୍ଠିତ

Remuna, Balasore | May 24, 2025
ଅପରେସନ ସିନ୍ଦୂରରେ ଭାରତୀୟ ସେନାର ପରାକ୍ରମକୁ ସମ୍ମାନ ପ୍ରଦାନ ପୂର୍ବକ ରେମୁଣା ନିର୍ବାଚନ ମଣ୍ଡଳୀ ପକ୍ଷରୁ ଶନିବାର ୪ ଘଟିକା ସମୟରେ ତ୍ରିରଙ୍ଗା ରାଲି"ପରାକ୍ରମ ଶୋଭାଯାତ୍ରା " କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏଥିରେ ସାଂସଦ,ରେମୁଣା ବିଧାୟକ ଓ ଅନ୍ୟାନ୍ୟ ନେତୃବୃନ୍ଦ ଉପସ୍ଥିତ ରହି ମନ୍ଦିର ଛକରୁ ଏହି ଶୋଭାଯାତ୍ରା ଆରମ୍ଭ କରାଯାଇ ହାତିଆଗଣ୍ଡ ଛକଠାରେ ସମାପନ କରାଯାଇଥିଲା।
Read More News
T & CPrivacy PolicyContact Us