Download Now Banner

This browser does not support the video element.

ଜୟପୁର: ବିକ୍ରମଦେବ ବିଶ୍ବବିଦ୍ୟାଳୟକୁ ୟୁଜିସି ପକ୍ଷରୁ ମାନତ୍ୟା ମିଳିଛି, ବିଶ୍ୱ ବିଦ୍ୟାଳୟ ପରିସରରେ ଓଏସ୍‌ଡି ଦେବୀ ପ୍ରସାଦ ମିଶ୍ର ଦେଲେ ସୂଚନା

Jeypore, Koraput | Sep 2, 2025
ବିକ୍ରମଦେବ ବିଶ୍ବବିଦ୍ୟାଳୟକୁ ୟୁଜିସି ପକ୍ଷରୁ ମାନତ୍ୟା ମିଳିଛି,,ବୋଲି ଆଜି ଦିନ 12 ଟା 30 ମିନିଟ ସମୟରେ ବିଶ୍ୱ ବିଦ୍ୟାଳୟ ପରିସରରେ ଓଏସ୍‌ଡି ପ୍ରଫେସର ଦେବୀ ପ୍ରସାଦ ମିଶ୍ର ସୂଚନା ଦେଇଛନ୍ତି। ୟୁଜିସି ପକ୍ଷରୁ ୨-ଏଫ୍ ମାନ୍ୟତା ମିଳିବା ପରେ ବିକ୍ରମଦେବ ବିଶ୍ବବିଦ୍ୟାଳୟ ନୂତନ ପରିଚୟ ପାଇଛି। ୟୁଜିସିର ସ୍ବୀକୃତିପ୍ରାପ୍ତ ବିଶ୍ବବିଦ୍ୟାଳୟ ତାଲିକାରେ ବର୍ତ୍ତମାନଠାରୁ ଓଡ଼ିଶା କୋରାପୁଟ ଜିଲ୍ଲା ଜୟପୁର ବିକ୍ରମଦେବ ବିଶ୍ବବିଦ୍ୟାଳୟର ନାଁ ସ୍ଥାନ ପାଇଛି। ଏହି ମାନ୍ୟତା ପରେ ବିଶ୍ବବିଦ୍ୟାଳୟର ପ୍ରମାଣପତ୍ରର ବୈଧ୍ୟତା ପ୍ରମାଣିତ କରିବ।
Read More News
T & CPrivacy PolicyContact Us