Install App
kabisuryatv
This browser does not support the video element.
ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲାରେ ସାର ସମସ୍ୟା କମୁ ନାହିଁ । ଆଜି ଦିନ 11 ଘଣ୍ଟ ସମୟରେ ସାର ଅଭାବି ନେଇ ଦିଗପହଣ୍ଡି ମୁଖ୍ଯ ବଜାର ଉପରେ ରାସ୍ତାରୋକ
Digapahandi, Ganjam | Sep 25, 2025
ଗଞ୍ଜାମ ଜିଲ୍ଲାରେ ସାର ସମସ୍ୟା କମୁ ନାହିଁ । ଆଜି ଦିନ 11 ଘଣ୍ଟ ସମୟରେ ସାର ଅଭାବି ନେଇ ଦିଗପହଣ୍ଡି ମୁଖ୍ଯ ବଜାର ଉପରେ ରାସ୍ତାରୋକ କରିଥିଲେ ଚାଷି । ବହୁ ସମୟ ଧରି ରାସ୍ତାରୋକ ହୋଇଥିବାର ଖବର ମିଳିଥିବା ବେଳେ ପୋଲିସ ପ୍ରଶାସନ ପହଞ୍ଚି ଚାଷୀଙ୍କୁ ବୁଝାସୁଝା ପରେ ରାସ୍ତାରୋକ ହଟିଥବାର ଖବର ମିଳିଛି । ତେବେ ସାର ପାଇଁ ଏହି ରାସ୍ତାରୋକ ହୋଇଥିବାର ଜଣାପଡିଛି ।
Share
Read More News
T & C
Privacy Policy
Contact Us
Your browser does not support JavaScript!