This browser does not support the video element.
ବଲାଙ୍ଗୀର: କୋର୍ଟ ର ନିର୍ଦ୍ଦେଶ ଅବମାନ: ରାମ ମନ୍ଦିର ଛକ ମାଲପଡ଼ାରେ ଅଭିଯୁକ୍ତଙ୍କ ନାମରେ ଲଟକା, ପୋଲିସର ଘୋଷଣା ପ୍ରରିକ୍ରୀୟ ରଖିଲେ ଏସ୍ ଡିପିଓ
Balangir, Balangir | May 29, 2025
ରାମ ମନ୍ଦିର ଛକ ମାଲପଡ଼ା ଅଞ୍ଚଳରେ କୋର୍ଟ ର ନିର୍ଦ୍ଦେଶକୁ ଅବମାନ କରିଥିବା କେତେକ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ବଲାଙ୍ଗିର ପୋଲିସ ତାଙ୍କ ନାମ ଉଲ୍ଲେଖ କରି ଲଟକା ଜାରି କରିଛନ୍ତି ଏବଂ ମାଇକ୍ ମାଧ୍ୟମରେ ସେମାନଙ୍କୁ କୋର୍ଟ ବା ଥାନାରେ ଉପସ୍ଥିତ ହେବାକୁ ଘୋଷଣା ଦେଇଛନ୍ତି।ଏହି କାର୍ଯ୍ୟାନୁଷ୍ଠାନ ବିଷୟରେ ବଲାଙ୍ଗିର ଏସଡିପିଓ ତାଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି, "କୋର୍ଟ ର ନିର୍ଦ୍ଦେଶ ଅନୁସାରେ ଯେଉଁମାନେ ଉପସ୍ଥିତ ହେବାକୁ ବା ପୁଲିସ ଆଗରେ ଆସିବାକୁ ବାରମ୍ବାର ଅବହେଳା କରୁଛନ୍ତି, ସେମାନଙ୍କ ବିରୋଧରେ ଏହି ପ୍ରକାର ଘୋଷଣା ଏବଂ ଲଟକା ଜାରିକରାଯାଇ