Download Now Banner

This browser does not support the video element.

ଝାରପୋଖରିଆ: କୁଣ୍ଡଳବଣି ଗ୍ରାମ ନିକଟ ସୁବର୍ଣ୍ଣରେଖା କେନାଲରେ ଭାସୁଥିବା ଜଣେ ଯୁବକଙ୍କୁ ଉଦ୍ଧାର କଲେ ସ୍ଥାନୀୟ ଲୋକେ

Jharpokharia, Mayurbhanj | Oct 20, 2024
କୁଣ୍ଡଳ ବଣି ନିକଟ ଗଭୀର ଜଳରୁ ଉଦ୍ଧାର କଲେ ସ୍ଥାନୀୟ ଲୋକେ ସମ୍ୟଦତ୍ତଙ୍କ ଆଜି ଦିନ ୨ ଘଟିକା ସମୟରେ କୁଣ୍ଡଳ ବଣି ସୁବର୍ଣ୍ଣରେଖା କେନାଲରେ କୁଣ୍ଡଳ ବଣି ଗ୍ରାମର ସୋମୁଦତ୍ତ କର ପାଣିରେ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ । ତେବେ ଯାହା ସୂଚନା ମିଳିଛି ଆଉ ଅଳ୍ପ କିଛି ସମୟ ପାଣି ଭିତରେ ରହିଥିଲେ ଅପ୍ରୀତିକର ସମସ୍ୟା ସୃଷ୍ଟି ହୋଇଥାନ୍ତ। ତେବେ ସ୍ଥାନୀୟ ଲୋକେ ଉଦ୍ଧାର କରି ଘରେ ଛାଡ଼ି ଛନ୍ତି ବର୍ତ୍ତମାନ ସ୍ୱାସ୍ଥ୍ୟ ଅବସ୍ଥା ଠିକ ଅଛି ।
Read More News
T & CPrivacy PolicyContact Us