This browser does not support the video element.
ଜୟପୁର: ଜୟପୁର ସହର ର ଐତିହାସିକ ନୀଳକଣ୍ଠ ସାଗର ପୁନଃ ଉଦ୍ଧାର କାର୍ଯ୍ୟର ସମୀକ୍ଷା ଶହ ପରିଦର୍ଶନ କଲେ କୋରାପୁଟ ଜିଲ୍ଲାପାଳ
Jeypore, Koraput | Sep 6, 2025
ଜୟପୁର ସହର ର ଐତିହାସିକ ନୀଳକଣ୍ଠ ସାଗର ପୁନଃ ଉଦ୍ଧାର କାର୍ଯ୍ୟ ଚାଲିଛି l ଏହି କାର୍ଯ୍ୟର ପରିଦର୍ଶନ କରି ଆଜି ଆପରାହ୍ନ 2ଟାରେ ସମୀକ୍ଷା କଲେ କୋରାପୁଟ ଜିଲ୍ଲପାଳ ମନୋଜ ସତ୍ୟବାନ ମହାଜନ l କେବେ ସରିବ ନିଳକଣ୍ଠ ସାଗରର କାର୍ଯ୍ୟ। ଆସନ୍ତା ଡିସେମ୍ବର ସୁଦ୍ଧା ସମସ୍ତ କାର୍ଯ୍ୟ ସମାପ୍ତ କରିବା ପାଇଁ ଆଜି ଠିକାଦାରଙ୍କୁ ନିଦ୍ଦେଶ ଦେଇଛନ୍ତି ଜିଲାପାଳ। ଏହି ପରିଦର୍ଶନ ସମୟରେ ଉପଜିଲ୍ଲାପାଳ ଅକା ବରମ. ଶାଶ୍ୟ ରେଡ୍ଡୀ,ଏନବିସିସି, ପୌର କର୍ମଚାରୀ ଉପସ୍ଥିତ ଥିଲେ।