Download Now Banner

This browser does not support the video element.

ଭଞ୍ଜନଗର: ଜଗନ୍ନାଥପ୍ରସାଦରେ ପ୍ରଧାନମନ୍ତ୍ରୀ ବିଶ୍ବକର୍ମା ଯୋଜନାର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

Bhanjanagar, Ganjam | Aug 24, 2025
ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ରେ ପ୍ରଧାନମନ୍ତ୍ରୀ ବିଶ୍ବକର୍ମା ଯୋଜନାର ର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରଶିକ୍ଷଣ ଶିବିର ଆଜି ଦିନ 12 ଘଣ୍ଟ ସମୟରେ ଅନୁଷ୍ଠିତ ହୋଇଥିବା ଖବର ମିଳିଥିବା ବେଳେ ମୁଖ୍ଯ ଅତିଥି ଭାବରେ ଜଗନ୍ନାଥପ୍ରସାଦ ବ୍ଳକ ର ଉପାଧ୍ୟକ୍ଷ ନିଳାଞ୍ଚଳ ଖିଲାର ଯୋଗ ଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ । ଏହି ପ୍ରଶିକ୍ଷଣ ଶିବିର ରେ ଜଗନ୍ନାଥପ୍ରସାଦ ବ୍ଳକ ତଥା ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଂଚଳ ର ବଢେଇ ସମ୍ପଦ୍ରାୟର ବ୍ୟକ୍ତି ମାନେ ଯୋଗ ଦେଇଥିବାର ଖବର ମିଳିଛି ।
Read More News
T & CPrivacy PolicyContact Us