Download Now Banner

This browser does not support the video element.

ବାରିପଦା ମ୍ୟୁନିସିପାଲଟି: ବାରିପଦା ସହରର ବିଭିନ୍ନ ସ୍କୁଲ କଲେଜ ଓ ପୁଜା ମଣ୍ଡପରେ ଗଣେଶ ପୂଜା ଅନୁଷ୍ଠିତ

Baripada M, Mayurbhanj | Aug 27, 2025
ବାରିପଦା ସହରର ବିଭିନ୍ନ ପୂଜା ମଣ୍ଡପ, ସ୍କୁଲ, କଲେଜରୁ ଆରମ୍ଭ କରି ବିଭିନ୍ନ ଅନୁଷ୍ଠାନରେ ସକାଳ ୧୦ ଟାରୁ ଅପରାହ୍ନ ୫ଟା ଯାଏଁ ପୂଜା ପାଉଛନ୍ତି ବିଘ୍ନ ବିନାଶକ। ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଛାତ୍ରଛାତ୍ରୀ ବିଦ୍ୟାଦାତାଙ୍କୁ ପୂଜା କରୁଛନ୍ତି। ଏଥିପାଇଁ ସ୍କୁଲ କଲେଜରେ ସାଜସଜା ଜୋରଦାର। ସେହିପରି ବଡ଼ ବଡ଼ ମଣ୍ଡପରେ କର୍ମକର୍ତ୍ତାମାନେ ଗଜରାଜଙ୍କ ପୂଜାରେ ମଗ୍ନ।
Read More News
T & CPrivacy PolicyContact Us