Download Now Banner

This browser does not support the video element.

ଭଞ୍ଜନଗର: ଜଗନ୍ନାଥପ୍ରସାଦ ବ୍ଲକ ବିଡିଓ ଆଜି ଦିନ 3 ଘଣ୍ଟ ସମୟରେ ଜଗନ୍ନାଥପ୍ରସାଦ ଗ୍ରାମ ର ବିଭିନ୍ନ ଉନ୍ନୟନ ମୂଳକ କାମ ର ସମୀକ୍ଷା କରିଛନ୍ତି

Bhanjanagar, Ganjam | Sep 25, 2025
ଗଞ୍ଜାମ ଜିଲ୍ଲାର ଜଗନ୍ନାଥପ୍ରସାଦ ବ୍ଲକ ବିଡିଓ ଆଜି ଦିନ 3 ଘଣ୍ଟ ସମୟରେ ଜଗନ୍ନାଥପ୍ରସାଦ ଗ୍ରାମ ର ବିଭିନ୍ନ ଉନ୍ନୟନ ମୂଳକ କାମ ର ସମୀକ୍ଷା କରିଛନ୍ତି । ଏଥିସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ କିଭଳି ଭାବରେ ଜଗନ୍ନାଥପ୍ରସାଦ ଗ୍ରାମ ଓ ଗ୍ରାମ ପଞ୍ଚାୟତ ରେ ସଫଳ ହୋଇପାରିବ ସେ ନେଇ ଗ୍ରାମ ପଞ୍ଚାୟତ ଅଧିକାରୀଙ୍କ ସହ ବିଡିଓ ଆଲୋକପାତ କରିଛନ୍ତି । ଆଜିର ଏହି କାର୍ଯ୍ୟକ୍ରମ ରେ ଜଗନ୍ନାଥପ୍ରସାଦ ବ୍ଲକ ର ବିଭିନ୍ନ ବିଭାଗର ଅଧିକାରୀ ମାନେ ଯୋଗ ଦେଇଥିଲେ ।
Read More News
T & CPrivacy PolicyContact Us