Download Now Banner

This browser does not support the video element.

ଆଠମଲ୍ଲିକ: କିଶୋରନଗର ରେ ଶତାଦ୍ଧି ଉଦଘାଟନ ଉତ୍ସବ ପାଳିତ , ଯୋଗ ଦେଲେ ପୂର୍ବତନ ବିଧାୟକ ଅନୁଗୋଳ ଜିଲ୍ଲା କିଶୋରନଗର ବରପଡିଆ ପରିସର ରେ ରବିବାର ଦିନ

Athmallik, Angul | Sep 28, 2025
10 ଟା ରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ପକ୍ଷରୁ ଶତାଦ୍ଧି ଉଦଘାଟନ ଉତ୍ସବ ପାଳିତ ପାଳିତ ହୋଇ ଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ କିଶୋରନଗର କଲେଜ ର ଅଧକ୍ଷ ଅକ୍ଷୟ କୁମାର ଦାସ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବରେ ମାୟାଧାର ସାହୁ , ଯୋଗ ଦେଇ ଏହି କାର୍ଯ୍ୟ ସମ୍ପର୍କରେ ପରାମର୍ଶ ଦେଇଥିଲେ । ଅନ୍ୟତମ ଆଠମଲ୍ଲିକ ର ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ସାଏ , ଅର୍ଜୁନ କୁମାର ସାହୁ , ସମ୍ବଲପୁର ଏମପି ଙ୍କ ପ୍ରତିନିଧି ସରୋଜ କୁମ
Read More News
T & CPrivacy PolicyContact Us