Download Now Banner

This browser does not support the video element.

ସୁକିନ୍ଦା: ସୁକିନ୍ଦା ଖଣି ଅଞ୍ଚଳ ସ୍ଥିତ ଆଦର୍ଶ ସ୍କୁଲରେ ଅବ୍ୟବସ୍ଥା, ତାତିଲେ ଅଭିଭାବକ

Sukinda, Jajpur | Aug 22, 2025
ଓଡ଼ିଶା ଖଣି ନିଗମ(ଓଏମ୍‌ସି) ଅନୁଦାନରେ ଆଦର୍ଶ ସ୍କୁଲ ସଂଗଠନ ସହଭାଗିତାରେ ଦୈତାରୀ ଓଏମ୍‌ସି କଲୋନିର ଏକାଧିକ କୋଠାରେ ଅସ୍ଥାୟୀ ଭାବେ ଚାଲୁଥିବା କାଳିଆପାଣି ଓଡ଼ିଶା ଖଣି ଆଦର୍ଶ ବିଦ୍ୟାଳୟ(ଓମାଭ୍‌) ପରିସରରେ ଅବ୍ୟବସ୍ଥାକୁ ନେଇ ତାତିଛି କାଳିଆପାଣି ଅଭିଭାବକ ସଂଘ । ଅଭିଭାବକ ସଂଘ ପକ୍ଷରୁ କାଳିଆପାଣି ଓଏମ୍‌ସି କର୍ତ୍ତୃପକ୍ଷଙ୍କୁ ଭେଟି ଏ ସଂକ୍ରାନ୍ତରେ ଏକ ଅଭିଯୋଗ ପତ୍ର ଦେଇଛନ୍ତି ।
Read More News
T & CPrivacy PolicyContact Us