Install App
boudhtahasilkhabar
This browser does not support the video element.
ବୌଦ୍ଧ ସଦର: ରାଜ୍ୟ ବିଜେପି ସଭାପତିଙ୍କ ବୌଦ୍ଧ ଜିଲ୍ଲା ଗସ୍ତ ବାତିଲ, ଜିଲ୍ଲା ଦଳୀୟ କାର୍ଯ୍ୟାଳୟରେ ସୂଚନା ଦେଲେ ଜିଲ୍ଲା ସଭାପତି
Baudh Sadar, Boudh (Bauda) | Aug 25, 2025
ବିଜେପି ରାଜ୍ୟ ସଭାପତି ଶ୍ରୀଯୁକ୍ତ ମନମୋହନ ସାମଲ ବୌଦ୍ଧ ଜିଲ୍ଲା ଗ୍ରସ୍ତ ନେଇ ପୂର୍ବରୁ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଗତକାଲି ବାଲିଗୁଡାର ପୂର୍ବତନ ବିଧାୟକଙ୍କ ମୃତ୍ୟ ଯୋଗୁଁ ଆଜି ଉକ୍ତ କାର୍ଯ୍ୟକ୍ରମ ବାତିଲ କରାଯାଇଛି l ବୋଲି ବୌଦ୍ଧ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ପ୍ରେମାନନ୍ଦ ମିଶ୍ର ଓ ସଧାରଣ ସମ୍ପାଦକ ସୁଶାନ୍ତ ବାଘା ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି
Share
Read More News
T & C
Privacy Policy
Contact Us
Your browser does not support JavaScript!