Install App
naikdhaga
This browser does not support the video element.
ଧର୍ମଗଡ: ଧର୍ମଗଡ ଉପଜିଲ୍ଲାପାଳ ଙ୍କ କୋକସରା ବ୍ଲକ ଗସ୍ତ, ବିଦ୍ୟାଳୟ ସମେତ ସିଏଚସି ଓ ପିଏଚସି ପରିଦର୍ଶନ
Dharamgarh, Kalahandi | Sep 2, 2025
ମଙ୍ଗଳବାର ସକାଳ ୧୦ ଟା ରୁ ଧର୍ମଗଡ ଉପଜିଲ୍ଲାପାଳ ପ୍ରେକ୍ଷା ଅଗ୍ରୱାଲ କୋକସରା ବ୍ଲକ ର ବିଭିନ୍ନ ବିଦ୍ୟାଳୟ ଓ ସିଏଚସି ପିଏଚସି ପରିଦର୍ଶନ କରି ଭିତ୍ତି ଭୂମି ଓ ପାରିପାର୍ଶ୍ଵିକ ଅବସ୍ଥା ଅନୁଧ୍ୟାନ କରିଥିଲେ। ତାଙ୍କ ସହ କୋକସରା ବିଡ଼ିଓ ଡ଼. ହିମାଞ୍ଚଳ ମାଝୀ ଓ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।
Share
Read More News
T & C
Privacy Policy
Contact Us
Your browser does not support JavaScript!