This browser does not support the video element.
ବସ୍ତା: ଚୌଧୁରୀକୁଦ ଗ୍ରାମରେ ବନ୍ଯା ପାଣି ଭିତରେ ମରା ହୋଇଛି ଗଣେଷ ପୂଜା ଟେଣ୍ଟ, ତଳେ ବନ୍ଯା ପାଣି ଲହଡି ମାରୁଛି
Basta, Balasore | Aug 27, 2025
ଆଜି ବନ୍ଯା ପାଣି ଭିତରେ ମରା ହୋଇଛି ଗଣେଷ ପୂଜା ଟେଣ୍ଟ, ତଳେ ବନ୍ଯା ପାଣି ଲହଡି ମାରୁଛି, ଟେଣ୍ଟ ଭିତରେ ବିରାଜମାନ କରିଛନ୍ତି ବିଘ୍ନ ନାଶକ ଗଣେଷ, ସୁବର୍ଣ୍ଣରେଖା ରେ ବନ୍ଯା ଛଡାଇ ନେଇଛି ଗଣେଷ ପୂଜା ଖୁସି, ବିଘ୍ନନାଶକ ଗଣେଷ ଙ୍କ ପୂଜା ପାଂଇ ଚାରିଆଡେ ଖୁସି ର ମୋହୋଲ ଥିବା ବେଳେ ବନ୍ଯା ପ୍ରଭାବିତ ଅଞ୍ଚଳ ରେ ଦେଖିବାକୁ ମିଳିଛି ଭିନ୍ନ ଦୃଶ୍ଯ, ବାଲିଆପାଳ ବ୍ଲକ ମଧୁପୁରା ପଞ୍ଚାୟତ ଚୌଧୁରୀକୁଦ ଗ୍ରାମର ଗଣିପତି କ୍ଲବ ଆନୂକୂଲ୍ଯ ରେ ଗଣେଷ ପୂଜା ଅନୁଷ୍ଠିତ ହେଉଥିବା