Download Now Banner

This browser does not support the video element.

ଖଲ୍ଲିକୋଟ୍: ଖାରିପଲ୍ଲୀ ଗ୍ରାମ ରେ ଗଣେଶ ପୂଜା ଉପଲକ୍ଷେ ତୁ ବୋଧେ ମୋ ଭାଗ୍ୟରେ ନାହୁଁ ନାଟକର ଶୁଭ ଉଦଘାଟନୀ ଉତ୍ସବ ଅନୁଷ୍ଠିତ

Khalikote, Ganjam | Sep 7, 2025
ଖଲ୍ଲିକୋଟ ବ୍ଲକ ମଥୁରା ପଞ୍ଚାୟତର ଖାରିପଲ୍ଲୀ ଗ୍ରାମରେ ଗଣେଶ ପୂଜା ଉପଲକ୍ଷେ ସାମାଜିକ ନାଟକ ତୁ ବୋଧେ ମୋ ଭାଗ୍ୟରେ ନାହୁଁ ନାଟକର ଶୁଭ ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଶନିବାର ବିଳମ୍ବିତ ରାତି ସାଢ଼େ ୧୨ ଟା ସମୟରେ ଆୟୋଜିତ ଏହି ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଘୁମୁସର ଜିଲ୍ଲା ବିଜେପି ସଭାପତି ବିଜୟ କୁମାର ସ୍ବାଇଁ ଯୋଗଦେଇ ନାଟକ ର ଶୁଭ ଉଦ୍ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଜେପି ର ବହୁ କର୍ମକର୍ତ୍ତା ଉପସ୍ଥିତ ଥିବା ବେଳେ ଖାରିପଲ୍ଲୀ ଯୁବକ ସଂଘର କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ ।
Read More News
T & CPrivacy PolicyContact Us