Download Now Banner

This browser does not support the video element.

କୋଦଳା: ସ୍ଥାନୀୟ ଡାକବଙ୍ଗଳା ଠାରେ ବିଜେପିରେ ସାମିଲ ହେଲେ ଚିଙ୍ଗୁଡ଼ିଘାଇ ସରପଞ୍ଚଙ୍କ ପ୍ରତିନିଧି

Kodala, Ganjam | Nov 5, 2024
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ସୁଶାସନ ଓ ଭାରତୀୟ ଜନତା ପାର୍ଟିର ନୀତି ଆଦର୍ଶ ତଥା କବିସୂର୍ଯ୍ୟନଗର ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ନାୟକଙ୍କ ନେତୃତ୍ୱରେ ଅନୁପ୍ରାଣିତ ହୋଇ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଚିଙ୍ଗୁଡ଼ିଘାଇ ପଞ୍ଚାୟତର ସରପଞ୍ଚ ବିଷ୍ଣୁ ପ୍ରିୟା ବେହେରା ଙ୍କ ସ୍ୱାମୀ ବଲ୍ଲଭ ବେହେରା । ବିଜେପି ରେ ସାମିଲ ହୋଇଥିବାରୁ ଦଳ ତରଫରୁ ତାଙ୍କୁ ଉପଢୌକନ ଦେଇ ସ୍ୱାଗତ ଜଣାଇଥିଲେ ସ୍ଥାନୀୟ ବିଧାୟକ ଶ୍ରୀ ପ୍ରତାପ ନାୟକ । ଏହା ସହ ଦିନକୁ ଦିନ ବିଜେପି ଉପରେ ଲୋକେ ଆସ୍ଥା ପ୍ରକଟ କରୁଥିବା କହିଛନ୍ତି ।
Read More News
T & CPrivacy PolicyContact Us