Download Now Banner

This browser does not support the video element.

ପଦ୍ମପୁର: ପଦ୍ମପୁର ଥାନା ରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

Padmapur, Bargarh (Baragarh) | Aug 30, 2025
ପଦ୍ମପୁର ଥାନା ରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ। ପଦ୍ମପୁର ଥାନା ଅନ୍ତର୍ଗତ ସମ୍ପିଆ ଛକ ଠାରେ ୩୮ହଜାର ନଗଦ କେସ ସହ ପ୍ରାୟ ୯ଲକ୍ଷ ଟଙ୍କାର ନିଶା ଦ୍ରବ୍ଯ ଜବତ କରିବା ସହ ୮ଜଣକୁ ଗିରଫ କରିଛି ପଦ୍ମପୁର ପୋଲିସ। ଏନେଇ ଆଜି ସନ୍ଧ୍ୟା ୬ଟା ୩୦ ମିନିଟ ସମୟରେ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି sdpo
Read More News
T & CPrivacy PolicyContact Us