Download Now Banner

This browser does not support the video element.

ଛତ୍ରପୁର: AICC ଦ୍ଵାରା ଗଠିତ ସଂଗଠନ ସୃଜନ ଅଭିଯାନକୁ ନେଇ ବ୍ରହ୍ମପୁରଜିଲ୍ଲା କଂଗ୍ରେସ କମିଟି କାର୍ଯ୍ୟାଳୟ ଠାରେ ସାମ୍ବାଦିକ ସମ୍ମିଳନୀ

Chhatrapur, Ganjam | Sep 2, 2025
AICC ଦ୍ଵାରା ଗଠିତ ସଂଗଠନ ସୃଜନ ଅଭିଯାନ ଦ୍ଵାରା ଜିଲ୍ଲା ସଭାପତି ଚୟନ ପାଇଁ AICC ଓ OPCC ଦ୍ଵାରା ଗଠିତ କମିଟି ଆଜି ବ୍ରହ୍ମପୁର ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ମଂଗଳବାର ଅପରାହ୍ନରେ ଏଥିରେ ଗଂଜାମ ଜିଲ୍ଲା (ପୂର୍ବ) ପାଇଁ ନିଯୁକ୍ତ AICC ପର୍ଯବେକ୍ଷକ ରାଜସ୍ଥାନର ପୂର୍ବତନ ମନ୍ତ୍ରୀ ରାମଲାଲ ଜାଟଙ୍କ ଅଧ୍ୟକ୍ଷତାରେ ଏକ ସାମ୍ୱାଦିକ ବ୍ରହ୍ମପୁର ବାପୁଜୀ ଆଶ୍ରମ ସ୍ଥିତ ଗଂଜାମ ଜିଲ୍ଲା କଂଗ୍ରେସ କମିଟି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି।
Read More News
T & CPrivacy PolicyContact Us