Download Now Banner

This browser does not support the video element.

ସୋନପୁର: ସୁବଳୟା ରେ ଶହ ଶହ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଗହଣରେ ଶ୍ରୀଗଣେଶଙ୍କ ଭସାଣି ଉତ୍ସବ ଅନୁଷ୍ଠିତ

Sonapur, Subarnapur (Sonepur) | Aug 30, 2025
ସୂଚନା ଅନୁସାରେ ପଶ୍ଚିମ ଓଡ଼ିଶାର କୃଷି ଭିତ୍ତିକ ମହାନ ଗଣପର୍ବ ନୁଆଁ ଖାଈର ଗୋଟିଏ ଦିନ ପୂର୍ବରୁ ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ସହରର ବିଭିନ୍ନ ପୂଜା ମଣ୍ଡପରେ ଗଜାନନ ଗଣପତିଙ୍କ ଷୋଡଶ ଉପଚାର ପୂଜାର୍ଚନା ଅନୁଷ୍ଠିତ ହୋଇଥିବା ବେଳେ, ଆଜି ରାତି 8.45 ମିନିଟ ସମୟରେ ଆରମ୍ଭ ହୋଇଛି, ମହାପ୍ରଭୁ ଗଣପତିଙ୍କ ଭସାଣି ଉତ୍ସବ l ଆଜି ଶହର ର ଖାଦାଳ ପଡା ଏବଂ ପଶ୍ଚିମ ଓଡିଶା କମ୍ପୁଟର ଏକାଡେମୀ ପକ୍ଷରୁ ଭସାଣି ଶୋଭାଯାତ୍ରା ଶାନ୍ତି ଶୃଙ୍ଖଳାର ସହିତ ବଡ ଧୁମ ଧାମରେ ଅନୁଷ୍ଠିତ ହୋଇଥିବା ବେଳେ, ସହର ପ
Read More News
T & CPrivacy PolicyContact Us