Download Now Banner

This browser does not support the video element.

ଆଳି: ସାନମଙ୍ଗ ପଞ୍ଚାୟତରେ ନୂତନ ମିଶନଶକ୍ତି ଗୃହର ଶୁଭ ଉଦଘାଟନ କଲେ ମନ୍ତ୍ରୀ ପ୍ରତାପ କେଶରୀ ଦେବ

Aali, Kendrapara | Mar 14, 2024
ଆଜି ଆଳି ବ୍ଲକ ଅନ୍ତର୍ଗତ ସାନମଙ୍ଗ ପଞ୍ଚାୟତରେ ମୁଖ୍ୟ ଅତିଥି ଭାବେ ଶିଳ୍ପ, ଶକ୍ତି ଓ ଲଘୁ ଉଦ୍ୟୋଗ ମନ୍ତ୍ରୀ ତଥା ଆଳି ବିଧାୟକ ପ୍ରତାପ କେଶରୀ ଦେବ ଉପସ୍ଥିତ ରହି ଏକ ମିଶନ ଶକ୍ତି ଗୃହର ଶୁଭ ଉଦଘାଟନ କରିଛନ୍ତି। ଉଦଘାଟନୀ ଉତ୍ସବରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ମନୋରଞ୍ଜନ ସାମଲ, ୨ନଂ ଜିଲ୍ଲାପରିଷଦ ଭୀଷ୍ମ ମହାନ୍ତି, ବ୍ଲକ ବିଜେଡି ସଭାପତି ସନାତନ ମିଶ୍ର, ସରପଞ୍ଚ ଓ ସମିତିସଭ୍ୟଙ୍କ ସହ ଦଳୀୟ କର୍ମୀ ଏବଂ ନେତା ଉପସ୍ଥିତ ଥିଲେ। ଏଥିସହିତ ପଞ୍ଚାୟତର ମହିଳାମାନଙ୍କୁ ନେଇ ଏକ ମହିଳା ସମାବେଶରେ ଆୟୋଜନ କରାଯାଇଥିଲା।
Read More News
T & CPrivacy PolicyContact Us