This browser does not support the video element.
ଧାମନଗର: ମଟର ସାଇକେଲ ଚୋର ଦୁଇଜଣ ଙ୍କୁ ମଙ୍ଗଳପୁର ଛକ ରୁ ଧରିଲେ ଧୁସୁରୀ ପୋଲିସ
Dhamanagar, Bhadrak | Apr 9, 2024
ଧାମନଗର ବ୍ଲକ ମଙ୍ଗଳପୁର ଛକ ରୁ ମଙ୍ଗଳାବର ଭୋର ସମୟରେ ଧୁସୁରୀ ପୋଲିସ ପେଟ୍ରୋଲିଂ କରିବା ବେଳେ ଦୁଇଜଣ ମଟର ସାଇକେଲ ଚୋର କୁ ଧୁଷୁରୀ ପୋଲିସ ଧରିଛନ୍ତି। ସୁଚନା ଥାଉକି ତିହିଡ଼ି ଥାନା ର ବୈକୁଣ୍ଠସାହି ଗ୍ରାମ ର ସିପୁନୁ ନାୟକ ଓ ବିକାଶ ନାୟକ ଦୁଇଟି ଚୋରା ମଟର ସାଇକେଲ ନେଇ ଆଶୁ ଥିବାବେଳେ ଧୁଶୁରୀ ପୋଲିସ ପେଟ୍ରୋଲିଂ କରୁ ଥିବା ବେଳେ ସେମାନଙ୍କୁ କାବୁକରି ଥିଲେ । ଉଭୟ ଙ୍କୁ ଗିରଫ କରି ଆଜି ଦିନ ୨ ଟା ସମୟରେ କୋର୍ଟ ଚାଲାଣ କରା ଯାଇଛି।