This browser does not support the video element.
ଡାବୁଗାଁ: *ଜଗନ୍ନାଥ ମନ୍ଦିର ନିକଟ ଗଣେଶ ପୂଜା କମିଟି ଦ୍ଵାରା ଆୟୋଜିତ ଗଣେଶ ଭସାଣିରେ ଯୋଗଦେଲେ ଜିଲ୍ଲାପରିଷଦ ଅଧକ୍ଷ*
Dabugan, Nabarangpur | Sep 12, 2025
ଜଗନ୍ନାଥ ମନ୍ଦିର ନିକଟ ଗଣେଶ ପୂଜା କମିଟି ଦ୍ଵାରା ଆୟୋଜିତ ଗଣେଶ ଭସାଣିରେ ଯୋଗଦେଲେ ଜିଲ୍ଲାପରିଷଦ ଅଧକ୍ଷ। ବିରାଟକାୟ ଗଣେଶ ମେଢ଼କୁ ବିରାଟ ପଟୁଆରରେ ବିସର୍ଜନ କରାଯାଇଛି। ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ନାଚ ଗୀତର ତାଳେ ତାଳେ କ୍ଳବର୍ ସଦସ୍ୟ ମାନଙ୍କ ସହିତ ଗ୍ରାମ ବାସୀ ଅତି ଆନନ୍ଦ ଉଲ୍ଲାସରେ ଝୁମିଥିଲେ। ବହୁ ଦୂର ଦୂରାନ୍ତରୁ ପୂଜା କମିଟି ଗୁଡିକ ଦାମିକିଆ ଡି ଜେ ସାଉଣ୍ଡ , ଆଦିବାସୀ ଲୋକ ନୃତ୍ୟ ଓ ଆଧୁନିକ ସଙ୍ଗୀତ ପରିବେଷଣରେ ଲୋକେ ମସଗୁଲ ହୋଇଥିଲେ ।