Download Now Banner

This browser does not support the video element.

ସୁନ୍ଦରଗଡ ସହର: ସୁନ୍ଦରଗଡ଼ରେ ସିଡିଏମଓଙ୍କୁ ଭେଟି ବିଭିନ୍ନ ସମସ୍ୟା ଜଣାଇବା ସହ ସମାଧାନ ନେଇ ଆଲୋଚନା କଲେ ବିଧାୟକ ପ୍ରତିନିଧି ଓ ବିଜେଡି ନେତୃ ମଣ୍ଡଳୀ

Sundargarh Town, Sundargarh | Nov 19, 2024
ସୁନ୍ଦରଗଡ଼ ସ୍ଥିତ କର୍ଜ୍ୟାଳୟ ରେ ସିଡିଏମଓ ଙ୍କୁ ସାକ୍ଷାତ କରି ବିଭିନ୍ନ ଅସୁବିଧା ଜଣେଇ ତାର ପ୍ରତିକାର ଦାବି କଲେ ବିଧାୟକ ପ୍ରତିନିଧି ଓ ବିଜେଡି ନେତ୍ର ମଣ୍ଡଳୀ.. ଆଜି ଦିନ 12 ଟା ବେଳେ ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଦିଏମଓ) ଡ଼ା. ବିଭୁତି ଭୂଷଣ ପାଢ଼ୀଙ୍କୁ ତାଙ୍କ କାର୍ଯ୍ୟାଳୟରେ ବିଜେଡିର ବରିଷ୍ଠନେତା ତଥା ସୁନ୍ଦରଗଡ ବିଧାୟକ ଯୋଗେଶ କୁମାର ସିଂଙ୍କ ପ୍ରତିନିଧି ଜୟ ନାରାୟଣ ତ୍ରିପାଠୀ ଓ ବିଜେଡି ର ଅନ୍ୟ ନେତ୍ର ମଣ୍ଡଳୀ ମାନେ ସାକ୍ଷାତ କରି ବିଭିନ୍ନ ଅସୁବିଧା ବିଷୟରେ ତାଙ୍କୁ ଜଣେଇ ସେଗୁଡିକର ଶୀଘ୍ର ସମାଧାନ କରିବାପାଇଁ ଦାବି କରିଥିଲେ !
Read More News
T & CPrivacy PolicyContact Us