Install App
malliksaroj28
This browser does not support the video element.
ପୁରୀ ମ୍ୟୁନିସିପାଲଟି: ଶ୍ରୀମନ୍ଦିର ସିଂହଦ୍ଵାର ଦ୍ଵାର ଫିଟା ପୂର୍ବରୁ ଜଣେ ଯୁବକ ଆସି ଶ୍ରୀମନ୍ଦିର ସିଂହଦ୍ଵାରରେ ପ୍ରବେଶ କରିବାକୁ ଉଦ୍ୟମ, କାବୁ କଲା ପୋଲିସ l
Puri M, Puri | Sep 10, 2025
ଶ୍ରୀମନ୍ଦିର ଭିତରକୁ ବାଡ଼ି ଧରି ଧସେଇ ପଶିବାକୁ ଉଦ୍ୟମ ।କାବୁ କଲା ପୋଲିସ ।ସକାଳୁ ସକାଳୁ ଘଟିଛି ଘଟଣା।ଶ୍ରୀମନ୍ଦିର ସିଂହଦ୍ଵାର ଦ୍ଵାର ଫିଟା ପୂର୍ବରୁ ଜଣେ ଯୁବକ ଆସି ଶ୍ରୀମନ୍ଦିର ସିଂହଦ୍ଵାର ରେ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ ।ଦେଖଣାହାରୀ ଙ୍କ ସୂତ୍ର ଅନୁଯାୟୀ ପ୍ରଥମେ ବାଇକ୍ ଟି କୁ ସିଂହଦ୍ଵାର ସମ୍ମୁଖରେ ବ୍ୟାରିକେଡ ବାହାରେ ପାର୍କ କରିଥିଲେ ।ପରେ ଧରିଥିବେ ବାଡିରେ ଅରୁଣ ସ୍ତମ୍ଭ କୁ ମଧ୍ୟ ମାରିଥିଲେ ।ତାପରେ ସିଂହଦ୍ଵାର ଦେଇ ମନ୍ଦିର ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ ।
Share
Read More News
T & C
Privacy Policy
Contact Us
Your browser does not support JavaScript!