This browser does not support the video element.
ନୟାଗଡ ସଦର: ନିଖିଳ ଓଡିଶା ବିଦ୍ୟୁତ ମଜଦୁର ମହାସଂଘ ନୟାଗଡ଼ ଶାଖା ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ଜିଲାପାଳଙ୍କୁ କାର୍ଯ୍ୟାଳୟରେଦାବି ପତ୍ର ପ୍ରଦାନ
Nayagarh Sadar, Nayagarh | Sep 9, 2025
ନିଖିଳ ଓଡିଶା ବିଦ୍ୟୁତମଜଦୁର ମହାସଙ୍ଘ ନୟାଗଡ଼ ଶାଖା ପକ୍ଷରୁ ଆଜି 11ଘଟିକା ସମୟ ରେଶୋଭା ଯାତ୍ରା ରେ ଆସି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ଜିଲ୍ଲାପାଳଙ୍କୁ ବିଭିର୍ନ ଦାବି ନେଇ ଦାବି ପତ୍ର ପ୍ରଦାନ କରିଛନ୍ତି,ଏଥିସହିତ ମହା ସଙ୍ଘ ପକ୍ଷରୁ ସଙ୍ଘ ର ନିଷ୍ପତି ଅନୁସାରେ ସର୍ବ ଭାରତୀୟସ୍ତର ରେ ଏକ 6ଦଫା ଦାବି ଓଡିଶା ରାଜ୍ୟ ସ୍ତର ରେ 4ଦଫା ଦାବିପ୍ରଦାନ କରାଯାଉଥିବା ବେଳେ ବିଭିର୍ନ ନାରା ବାଜି ଦେଇ ଆଜି ଜିଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରିଥିବା ବେଳେ ଶାଖା ସଙ୍ଘ ର ସମସ୍ତ ସଦସ୍ୟ ଉପସ୍ଥିତ ରହି ଏହି ଦାବି ପତ୍ର