Download Now Banner

This browser does not support the video element.

ବାଲିକୁଦା: ବାଲିକୁଦା ତହସିଲ ଛକ ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟରେ ବିଜୁଜନତା ଦଳର ଶତାଧିକ କର୍ମୀ ଙ୍କ ଭାରତୀୟ ଜନତା ପାର୍ଟିରେ ସାମିଲୀ l

Balikuda, Jagatsinghpur | Apr 22, 2024
ବାଲିକୁଦା ତହସିଲ ଛକ ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟରେ ବିଜୁଜନତା ଦଳର ଶତାଧିକ କର୍ମୀ ଙ୍କ ଭାରତୀୟ ଜନତା ପାର୍ଟିରେ ସାମିଲୀ ସୂଚନା ମୁତାବକ ଆଜି ଦିନ 1ଘଟିକା ସମୟରେ ବାଲିକୁଦା ଅଞ୍ଚଳର ସୋମପୁର ପଞ୍ଚାୟତର ଆଜି ଶତାଧିକ ବିଜୁ ଜନତା ଦଳରୁ କର୍ମୀ ମାନେ ଭାରତୀୟ ଜନତା ପାର୍ଟିରେ ବିଧାୟକ ପାର୍ଥୀ ସତ୍ୟ ସାରଥି ମହାନ୍ତିଙ୍କ ନେତୃତ୍ଵରେ ତାଙ୍କ ସ୍ୱଚ୍ଛ ଓ ନିର୍ମଣ ଭାବମୂର୍ତ୍ତିରେ ଅନୁପ୍ରାଣିତ ହୋଇ ଭାରତୀୟ ଜନତା ପାର୍ଟିରେ ସାମିଲୀ ହୋଇଛନ୍ତି । ଅନ୍ୟପଟେ ଏହି ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ଅଞ୍ଚଳର ବହୁ ବରିଷ୍ଠ ଭାରତୀୟ ଜନତା ପାର୍ଟିର କର୍ମୀ ମାନେ ଉପସ୍ଥିତ ରହିଥିବାର ଦେଖାଦେ
Read More News
T & CPrivacy PolicyContact Us