This browser does not support the video element.
କୋଟପାଡ: ଖୁଡିଗୁଡ଼ା ଗ୍ରାମ ନିକଟ ଏକ ଜଙ୍ଗଲରୁ ଅଜଣା ଗଳିତ ଶବ ଉଦ୍ଧାର
Kotpad, Koraput | Jul 26, 2025
ଖୁଡିଗୁଡା ଗ୍ରାମ ନିକଟ ଏକ ଜଙ୍ଗଲରେ ଅଜଣା ଗଳିତ ଶବ ଉଦ୍ଧାର ବୋରିଗୁମ୍ମା ଥାନା ଅନ୍ତର ଗତ ବୋରିଗୁମ୍ମା ବ୍ଲକ ଖୁଡିଗୁଡା ଗ୍ରାମ ନିକଟରେ ଏକ ଜଙ୍ଗଲରେ ଅଜଣା ଗଳିତ ଶବ ଉଦ୍ଧାର ହୋଇଛି ସୂଚନା ମୁତାବକ ଗ୍ରାମବାସୀ ପୂଜା ନିମନ୍ତେ ଫୁଲ ପତ୍ର ସଂଗ୍ରହ କରିବା ପାଇଁ ଜଙ୍ଗଲକୁ ଯାଇଥିଲେ ଅଜଣା ଗଳିତ ଶବ ଦେଖି ଆସି ଗ୍ରାମବାସୀ ଙ୍କୁ ସୂଚନା ଦେଇଥିଲେ ସୂଚନା ପାଈ ଆଜି ଘଟଣା ସ୍ଥଳରେ ବୋରିଗୁମ୍ମା ପୋଲିସ. ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ବ କରିଥିଲେ ବହୁଦିନ ଧରି ଜଙ୍ଗଲରେ ପଡ଼ିଥିବା ନେଇ ଅନୁମାନ କରାଯାଉଛି ମୃତ ଦେହ ପୁରା ପଚି ଶଡି ଯାଇଛି