Download Now Banner

This browser does not support the video element.

ରେଢାଖୋଲ: ରେଢ଼ାଖୋଲ ରେ ବିଜେଡିର ବନ୍ଦ ଡାକରା ନୈରାଶ୍ୟ ଜନକ ଓ ସ୍ପଷ୍ଟତା ନଥିବାର ଅଭିଯୋଗ କଲା କଂଗ୍ରେସ

Rairakhol, Sambalpur | Aug 23, 2025
ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଭୀମଭୋଇ ଛକରେ ଗତ ଶୁକ୍ରବାର ବିଭିନ୍ନ ଦାବି ନେଇ ବିଜୁ ଜନତା ଦଳ ପକ୍ଷରୁ ବନ୍ଦ ଡାକରା ଦିଆ ଯାଇଥିଲା । ଏଥିରେ ପ୍ରଶାସନିକ ଅଧିକାରୀଙ୍କ ସହିତ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ସମସ୍ୟାର ସମାଧାନ ପାଇଁ ଆଲୋଚନା କରିଥିଲେ ।‌ ହେଲେ ବିଜେଡିର ଏହି ବନ୍ଦ ଡାକରା ନୈରାଶ୍ୟ ଜନକ ଓ ଏଥିରେ କୈାଣସି ସ୍ପଷ୍ଟତା ନଥିବାର ଅଭିଯୋଗ ଅଭିଯୋଗ କରିଛି ରେଢ଼ାଖୋଲ କଂଗ୍ରେସ ।‌ଏନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ନେତା ଅମରେଶ ନାଏକ ।
Read More News
T & CPrivacy PolicyContact Us