This browser does not support the video element.
ସଦର: ଜିଲ୍ଲା ସ୍ତରୀୟ ଯୁବ ନେତୃତ୍ବ ଶିବିର ଉଦ୍ଘାଟିତ ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ ଭବାନୀପାଟଣାରେ
Sadar, Kalahandi | Sep 13, 2025
ଜିଲ୍ଲା ସ୍ତରୀୟ ଯୁବ ନେତୃତ୍ବ ଶିବିର ଉଦ୍ଘାଟିତ ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ ଭବାନୀପାଟଣାରେ ଜାତୀୟ ସେବା ଯୋଜନା ତରଫରୁ ତିନି ଦିନିଆ ଜିଲ୍ଲା ସ୍ତରୀୟ ଯୁବ ନେତୃତ୍ବ ଶିବିର ଆଜି ସକାଳ 10 ଟା ସମୟରେ ଉଦ୍ଘାଟିତ ହେଇଯାଇଛି। ତିନି ଦିନ ଧରି ଚାଲିବାକୁ ଥିବା ଏହି ଶିବିର ସେ ଅନେକ ସାମାଜିକ ସଚେତନତା ବିଷୟବସ୍ତୁ ନେଇ ଆଲୋଚନା କରାଯିବ। ଏହି ଯୋଜନା ଦ୍ୱାରା ଛାତ୍ର ଛାତ୍ରୀଙ୍କ ଦକ୍ଷତା ବିକାଶ ହେବ। ଏଥିରେ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟର ଶତାଧିକ ଛାତ୍ର ଛାତ୍ରୀ ଯୋଗ ଦେଇଛନ୍ତି । ଭାରପ୍ରାପ୍ତ କୁଳପତି ଡ଼ ନିବେଦିତା ନାଥ ଙ୍କ ନେତୃତ୍ୱରେ ହେଇଥିବା ସଭାରେ ମୁଖ୍ୟ ଅତିଥି ଭାବରେ