Download Now Banner

This browser does not support the video element.

ଖଲ୍ଲିକୋଟ୍: ନିଖିଳ ଓଡ଼ିଶା ଜୀବିକା ମିଶନ ଇସି ସଂଘ ପକ୍ଷରୁ ବିଡିଓଙ୍କୁ ଦାବି ପତ୍ର ପ୍ରଦାନ, ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିକ୍ରିୟା ରଖିଲେ ଗାୟତ୍ରୀ

Khalikote, Ganjam | Sep 24, 2025
ନିଖିଳ ଓଡ଼ିଶା ଜୀବିକା ମିଶନ ଓ ମିଶନ ଶକ୍ତିର କର୍ମଜୀବୀ ମହିଳାଙ୍କ ଉପରେ ପ୍ରତିହିଂସା ପରାୟଣ ହୋଇ ପୂର୍ନଗଠନ ଆଳରେ କରାଯାଇଥିବା ବହିସ୍କାର ଆଦେଶ ପ୍ରତ୍ୟାହାର ସ୍ତଗିତ କୁ ନେଇ ଆଜି ଅପରାହ୍ନ ୩ ଟା ସମୟରେ ବିଡିଓ ଦେବାଶିଷ ସାମଲ ଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି । ତେବେ ଏ ନେଇ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିକ୍ରିୟା ରଖିଛନ୍ତି ଇସି ଗାୟତ୍ରୀ ମହାପାତ୍ର ।
Read More News
T & CPrivacy PolicyContact Us