This browser does not support the video element.
ପଦ୍ମପୁର: ରାଜ୍ୟ ମାନବ ଅଧିକାର ଆୟୋଗ ଅଧ୍ୟକ୍ଷ ଶ୍ରୀଯୁକ୍ତ ଶତ୍ରୁଘ୍ନ ପୂଜାହାରି ଙ୍କ ପଦ୍ମପୁର ଗସ୍ତ
Padmapur, Bargarh (Baragarh) | Sep 6, 2025
ଆଜି ଶନିବାର ସକାଳ 10ଟା 30 ମିନିଟ ସମୟରେ ରାଜ୍ୟ ମାନବ ଅଧିକାର ଆୟୋଗ ଅଧ୍ୟକ୍ଷ ଶ୍ରୀଯୁକ୍ତ ଶତ୍ରୁଘ୍ନ ପୂଜାହାରି ବରଗଡ ଜିଲ୍ଲା ପଦ୍ମପୁର ଗସ୍ତ ରେ ଆସିଥିଲେ। ଗାଡି ରୁ ଓଲଲାହାଈବା ପରେ ପ୍ରଥମେ ଶ୍ରୀ ପୁଜାହାରି ଙ୍କୁ ଫୁଲ ତୋଡା ଦେଇ ସ୍ୱାଗତ କରାଯାଇଥିଲା। ଶ୍ରୀ ପୁଜାହାରି ମଧୁ ବାବୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବା ସହ ବରିଷ୍ଠ ଆଇନଜୀବି ଙ୍କୁ ସମ୍ଭର୍ଧିତ କରିଥିଲେ।