Download Now Banner

This browser does not support the video element.

ଫୁଲବାଣୀ ସହର: ଜି ଉଦୟଗିରି: ସ୍ୱତନ୍ତ ପ୍ରକଳ୍ପ ପ୍ରସାଶକ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ରାଇକିଆ ଓ ନୁଆଁ ଗା ର ପଂଚାୟତ ଓ ପାନୀୟ ଜଳ ବିଭାଗର ବିଭିର୍ନ ପ୍ରକଳ୍ପ ପରିଦର୍ଶନ କଲେ

Phulabani Town, Kandhamal | Aug 27, 2025
ସ୍ୱତନ୍ତ ପ୍ରକଳ୍ପ ପ୍ରସାଶକ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଆଜି ଜି ଉଦୟଗିରି ର ପଂଚାୟତ ଓ ପାନୀୟ ଜଳ ବିଭାଗର ବିଭିର୍ନ ପ୍ରକଳ୍ପ ପରିଦର୍ଶନ କରିଥିଲେ.ଏନ ଆର ଜି ଏ, ଗ୍ରାମୀଣ ପାର୍କ,ରାସ୍ତା, କେନାଲ, ଲାଇବ୍ରେରୀ,ମିଶନ ଶକ୍ତି ଦ୍ଵାରା ନିର୍ମିତ ଫୁଲ ଝାଡୁ,ଛେଳି ପାଳନ ଆଦି ବିଭିର୍ନ ଯୋଜନା ବୁଲି ଦେଖିଥିଲେ.ଏହି ସମୟରେ ଜିଲ୍ଲା ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶାମ୍ଭୁ ନାଥ ନନ୍ଦୀ, ବିଡ଼ିଓ ଙ୍କ ସହ ବହୁ ପଦାଧିକାରୀ ଯୋଗ ଦେଇଥିଲେ.
Read More News
T & CPrivacy PolicyContact Us